ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବେଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବେଦନ   ବିଶେଷ୍ୟ

ଅର୍ଥ : ସେହି ଚିଠି ଯେଉଁଥିରେ କାହାକୁ କିଛି ମଗାଯାଇଥାଏ

ଉଦାହରଣ : ତାଙ୍କର ଯାଚିକା ନ୍ୟାୟାଳୟ ଦ୍ୱାରା ଖାରଜ କରିଦିଆଗଲା

ସମକକ୍ଷ : ଅନୁରୋଧ ପତ୍ର, ଅର୍ଜୀ, ଯାଚିକା

वह पत्र जिसमें किसी से कुछ याचना की गई हो।

उसकी याचिका न्यायालय द्वारा खारिज़ कर दी गई।
अनुरोध पत्र, अर्ज़ी, आवेदन, दरख़ास्त, दरख़्वास्त, दरखास्त, दरख्वास्त, पटिशन, पिटिशन, याचना-पत्र, याचिका

A formal message requesting something that is submitted to an authority.

petition, postulation, request

ଅର୍ଥ : ନିଜ ରକ୍ଷାପାଇଁ କାହାକୁ ପାଟିକରି ଡାକିବାର କ୍ରିୟା

ଉଦାହରଣ : ମହିଳା ନ୍ୟାୟ ପାଇବାପାଇଁ ରାଜାଙ୍କୁ ଗୁହାରି କଲେ ସେ ନିଜ ସାହାଯ୍ୟପାଇଁ ଗୁହାରି କଲେ

ସମକକ୍ଷ : ଗୁହାରି, ପ୍ରାର୍ଥନା

अपनी रक्षा के लिए किसी को चिल्ला कर बुलाने की क्रिया।

महिला की दुहाई सुनकर सब एकत्रित हो गए।
गुहार, दुहाई, दोहाई

ଅର୍ଥ : ଯେଉଁ ପତ୍ରରେ କେହି ନିଜ ଦଶା ବା ପ୍ରାର୍ଥନା ଲେଖି କାହାରିକୁ ଜଣାଏ

ଉଦାହରଣ : ମୁଁ ଛୁଟି ନିମନ୍ତେ ଅବେଦନ ପତ୍ର ଲେଖିଲି

ସମକକ୍ଷ : ଆବେଦନ ପତ୍ର, ଦରଖାସ୍ତ, ପ୍ରାର୍ଥନା ପତ୍ର

वह पत्र जिसमें कोई अपनी दशा या प्रार्थना लिखकर किसी को सूचित करे।

मैंने छुट्टी के लिए आवेदन-पत्र भर दिया है।
अरज़ी, अरजी, अर्ज़ी, अर्जी, आवेदन, आवेदन पत्र, आवेदन-पत्र, आवेदनपत्र, प्रार्थना पत्र, प्रार्थना-पत्र, प्रार्थनापत्र

A verbal or written request for assistance or employment or admission to a school.

December 31 is the deadline for applications.
application

ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା କାର୍ଯ୍ୟ

ଉଦାହରଣ : ମୋର ନିବେଦନ ଉପରେ ଧ୍ୟାନ ଦିଆଯାଉ

ସମକକ୍ଷ : ଅପିଲ, ଅର୍ଜି, ନିବେଦନ

नम्रतापूर्वक किसी से कुछ कहने की क्रिया।

मेरे निवेदन पर ध्यान दिया जाए।
अपील, अभिवेदन, अर्ज, आवेदन, गुज़ारिश, निवेदन, निहोरा

The verbal act of requesting.

asking, request