ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପିଲ   ବିଶେଷ୍ୟ

ଅର୍ଥ : କୌଣସି ନ୍ୟାୟାଳୟର ବିଚାରରେ ସନ୍ତୁଷ୍ଟ ନ ହେଲେ ତା ଠାରୁ ଉଚ୍ଚ ନ୍ୟାୟାଳୟରେ ପୁନଃ ଆବେଦନ କରିବା

ଉଦାହରଣ : ଉଚ୍ଚ ନ୍ୟାୟାଳୟ ତାଙ୍କର ଅପିଲକୁ ରଦ୍ଦ କରିଦେଲା

ସମକକ୍ଷ : ପୁନରାବେଦନ

किसी न्यायालय के निर्णय से संतुष्ट न होने पर पुनर्विचार के लिए उससे उच्च न्यायालय में प्रार्थना करने की क्रिया।

उच्च न्यायालय ने उनके पुनरावेदन को रद्द कर दिया है।
अपील, पुनरावेदन

(law) a legal proceeding in which the appellant resorts to a higher court for the purpose of obtaining a review of a lower court decision and a reversal of the lower court's judgment or the granting of a new trial.

Their appeal was denied in the superior court.
appeal

ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା କାର୍ଯ୍ୟ

ଉଦାହରଣ : ମୋର ନିବେଦନ ଉପରେ ଧ୍ୟାନ ଦିଆଯାଉ

ସମକକ୍ଷ : ଅର୍ଜି, ଆବେଦନ, ନିବେଦନ

नम्रतापूर्वक किसी से कुछ कहने की क्रिया।

मेरे निवेदन पर ध्यान दिया जाए।
अपील, अभिवेदन, अर्ज, आवेदन, गुज़ारिश, निवेदन, निहोरा

The verbal act of requesting.

asking, request