କାହାରିଠୁ କୌଣସି ବସ୍ତୁ ଆଣିବା, ତିଆରିକରିବା ବା କୌଣସି କାମ କରିବାପାଇଁ କହିବା ବା ଅନୁରୋଧ କରିବାର ପ୍ରକ୍ରିୟା
ସେ ନୃତ୍ୟାଙ୍ଗନାଦ୍ୱାରା ନିଜର ମନପସନ୍ଦ ଗୀତ ଗାଇବାପାଇଁ ଅନୁରୋଧ କଲେ
ଅନୁରୋଧ
ମାଗିବାର କ୍ରିୟା ବା ଭାବ
ବହୁତ ଲୋକ ମଗାମଗିକରି ନିଜର ଆବଶ୍ୟକତା ପୂରଣ କରନ୍ତି
ମଗାମଗି,
ମଗାଯଚା
କୌଣସି ବିଶେଷ କାର୍ଯ୍ୟ ନିମିତ୍ତ କାହାରିକୁ କିଛି ମାଗିବା ବା କୌଣସି କାର୍ଯ୍ୟ କରିବାପାଇଁ ଅଧିକାରପୂର୍ବକ କହିବା ପ୍ରକ୍ରିୟା
ନିଜ ଲୋକଙ୍କ ପାଖରେ ଦାବି କରିବାରେ ଲାଜ କାହିଁକି?
ଦାବି
ନମ୍ରତାପୂର୍ବକ କାହାକୁ କିଛି କହିବା କାର୍ଯ୍ୟ
ମୋର ନିବେଦନ ଉପରେ ଧ୍ୟାନ ଦିଆଯାଉ
ଅପିଲ,
ଅର୍ଜି,
ଆବେଦନ,
ନିବେଦନ
କୌଣସି କଥାପାଇଁ ବିନୟପୂର୍ବକ କରାଯାଉଥିବା ଅନୁରୋଧ
କାହାର ଅନୁରୋଧ ଏଡ଼ିଦେବା ଭଲକଥା ନୁହେଁ
ଅନୁରୋଧ