ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁହାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁହାରି   ବିଶେଷ୍ୟ

ଅର୍ଥ : ନିଜ ରକ୍ଷାପାଇଁ କାହାକୁ ପାଟିକରି ଡାକିବାର କ୍ରିୟା

ଉଦାହରଣ : ମହିଳା ନ୍ୟାୟ ପାଇବାପାଇଁ ରାଜାଙ୍କୁ ଗୁହାରି କଲେ ସେ ନିଜ ସାହାଯ୍ୟପାଇଁ ଗୁହାରି କଲେ

ସମକକ୍ଷ : ଆବେଦନ, ପ୍ରାର୍ଥନା

अपनी रक्षा के लिए किसी को चिल्ला कर बुलाने की क्रिया।

महिला की दुहाई सुनकर सब एकत्रित हो गए।
गुहार, दुहाई, दोहाई

ଅର୍ଥ : ଅତ୍ୟାଚାର, ଦୁଖଆଦିରୁ ବଞ୍ଚିତ ହେବାପାଇଁ ହେଉଥିବା ପ୍ରାର୍ଥନା

ଉଦାହରଣ : ପୋଲିସ ଗରିବ ରାମନାଥର ଗୁହାରି ଅଗ୍ରାହ୍ୟ କରିଦେଲେ

अत्याचार, दुख आदि से बचाये जाने के लिए होने वाली प्रार्थना।

पुलिस ने गरीब रामनाथ की फ़रियाद अनसुनी कर दी।
इस्तग़ासा, इस्तगासा, पुकार, फरियाद, फर्याद, फ़रियाद