ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସେହି ଚିଠି ଯେଉଁଥିରେ କାହାକୁ କିଛି ମଗାଯାଇଥାଏ
ଉଦାହରଣ : ତାଙ୍କର ଯାଚିକା ନ୍ୟାୟାଳୟ ଦ୍ୱାରା ଖାରଜ କରିଦିଆଗଲା
ସମକକ୍ଷ : ଅର୍ଜୀ, ଆବେଦନ, ଯାଚିକା
वह पत्र जिसमें किसी से कुछ याचना की गई हो।
A formal message requesting something that is submitted to an authority.
ଅର୍ଥ : ଯେଉଁ ପତ୍ରରେ ଅନୁରୋଧ କରାଯାଇଛି
ଉଦାହରଣ : ଅଞ୍ଜନାର ଅନୁରୋଧ ପତ୍ର ପ୍ରଧାନ ଅଧ୍ୟାପକଙ୍କ ପର୍ଯ୍ୟନ୍ତ ପହଞ୍ଚିନାହିଁ
वह पत्र जिसमें अनुरोध किया गया हो।
ସଂସ୍ଥାପନ କରନ୍ତୁ