ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଡ଼   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ

ଉଦାହରଣ : ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ

ସମକକ୍ଷ : ଆଘାତ, ଧକ୍କା

किसी चीज के ठुकने अर्थात् टकराने आदि से लगनेवाला आघात जिससे कुछ टूटने-फूटने या हानि पहुँचाने की आशंका या संभावना हो।

दर्पण सँभाल कर ले जाना कहीं ठोकर न लगने पाए।
उढ़कन, उढ़ुकन, ठोकर

ଅର୍ଥ : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ

ଉଦାହରଣ : ତାକୁ କାର ଧକ୍କା ହେଲା

ସମକକ୍ଷ : ଆଘାତ, ଧକ୍କା

एक वस्तु का दूसरी वस्तु के साथ वेगपूर्ण स्पर्श।

उसे कार से धक्का लग गया।
थपेड़ा, धक्का

The act of contacting one thing with another.

Repeated hitting raised a large bruise.
After three misses she finally got a hit.
hit, hitting, striking

ଅର୍ଥ : ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା

ଉଦାହରଣ : ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ

ସମକକ୍ଷ : ଆଘାତ, ପିଟା, ପ୍ରହାର, ବାଡ଼ିଆ

हाथ, पैर आदि से मारने की क्रिया।

ग्रामीणों ने कुटाई के बाद चोर को पुलिस के हवाले कर दिया।
कुटाई, कूटना

ଅର୍ଥ : ମାରିବା ପ୍ରକ୍ରିୟା

ଉଦାହରଣ : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ

ସମକକ୍ଷ : କୁଟା, ଛେଚା, ପିଟା, ବାଡ଼ିଆ

The act of inflicting corporal punishment with repeated blows.

beating, drubbing, lacing, licking, thrashing, trouncing, whacking

ଅର୍ଥ : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ

ଉଦାହରଣ : ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା

ସମକକ୍ଷ : ଆଘାତ, ଠୋକର

वह चोट या आघात जो चलते समय किसी अंग में किसी कड़ी चीज से लगे।

चलते समय पैर में पत्थर से ठोकर लग गई।
दरवाजे के चौखट से सिर पर ठोकर लग गई।
ठोकर