ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠୋକର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠୋକର   ବିଶେଷ୍ୟ

ଅର୍ଥ : ହାଲୁକା ଧକ୍କା

ଉଦାହରଣ : ଝଟକା ଲାଗିବାରୁ ତା ହାତରୁ ଝୋଲା ପଡ଼ିଗଲା ଝଟକା ଲାଗିବାରୁ ତାର ନିଦ ଖୋଲିଗଲା

ସମକକ୍ଷ : ଝଟକା

हल्का धक्का।

झटका लगते ही उसके हाथ का झोला गिर गया।
झटका लगते ही उसकी नींद खुल गई।
झटका, मचका

An abrupt spasmodic movement.

jerk, jerking, jolt, saccade

ଅର୍ଥ : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ

ଉଦାହରଣ : ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା

ସମକକ୍ଷ : ଆଘାତ, ମାଡ଼

वह चोट या आघात जो चलते समय किसी अंग में किसी कड़ी चीज से लगे।

चलते समय पैर में पत्थर से ठोकर लग गई।
दरवाजे के चौखट से सिर पर ठोकर लग गई।
ठोकर

ଅର୍ଥ : ଅନିଷ୍ଟକାରୀ ବା ହାନିକାରକ ଭଳି ଜଣାପଡ଼ୁଥିବା କୌଣସି ପ୍ରକାରର ଭୀଷଣ ଆଘାତ

ଉଦାହରଣ : ଅନେକ ଥର ଠୋକର ଖାଇ ସେ ସଚେତନ ହେଲା

किसी प्रकार का ऐसा कड़ा या भारी आघात जो बहुत अधिक अनिष्टकर या हानिप्रद सिद्ध हुआ हो।

कई बार ठोकरें खाकर भी वह सचेत नहीं हुआ।
ठोकर