ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରାଶ୍ରୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରାଶ୍ରୟ   ବିଶେଷ୍ୟ

ଅର୍ଥ : ଯାହାର କେହି ସାହାରା ନାହିଁ

ଉଦାହରଣ : ଆମେ ଅସହାୟଙ୍କୁ ସହାୟତା କରିବା ଉଚିତ

ସମକକ୍ଷ : ଅନାଶ୍ରିତ, ଅନାଶ୍ରୟ, ଅସହାୟ, ନିରାଶ୍ରିତ, ନିସହାୟ

वह जिसका कोई सहारा न हो।

हमें असहायों की सहायता करनी चाहिए।
अनाश्रय, अनाश्रित, असहाय, निःसहाय, निराश्रय, निराश्रित, निस्सहाय

ନିରାଶ୍ରୟ   ବିଶେଷଣ

ଅର୍ଥ : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ

ଉଦାହରଣ : ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ

ସମକକ୍ଷ : ଅନାଶ୍ରିତ, ଆଶ୍ରାହୀନ, ଆଶ୍ରୟହୀନ, ନିରାଶ୍ରିତ

जिसे कहीं आश्रय न मिलता हो।

यह संस्था निराश्रित लोगों को आश्रय प्रदान करती है।
अनाश्रित, अपाश्रय, आश्रयहीन, निरवलंब, निरवलम्ब, निरालंब, निरालम्ब, निराश्रय, निराश्रित

Poor enough to need help from others.

destitute, impoverished, indigent, necessitous, needy, poverty-stricken

ଅର୍ଥ : ଯେ ବିନା ଅବଲମ୍ବ ବା ସାହାରାରେ ଅଛି

ଉଦାହରଣ : ଅମରବେଲ ବିନାଶ୍ରୟରେ ବଞ୍ଚି ପାରିବ ନାହିଁ

ସମକକ୍ଷ : ଅନବଲମ୍ବ, ନିରବଲମ୍ବ, ବିନାଶ୍ରୟ, ବେସାହାରା

जो बिना अवलंब या सहारे का हो।

अमरबेल अनवलंब जीवित नहीं रह सकती।
अनवलंब, अनवलम्ब, निरवलंब, निरवलम्ब, निराश्रय, निराश्रिय, बेआश्रय, बेसहारा