ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାଥ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି

ଉଦାହରଣ : ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ

वह व्यक्ति जिसका कोई वारिस या पालन-पोषण करने वाला न हो।

यहाँ अनाथों को शरण दी जाती है।
अनाथ, यतीम, ला-वारिस, लावारिस

Someone or something who lacks support or care or supervision.

orphan

ଅନାଥ   ବିଶେଷଣ

ଅର୍ଥ : ଯାହାର କେହି ସାହାରା ନାହାନ୍ତି

ଉଦାହରଣ : ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି

ସମକକ୍ଷ : ଅବଲମ୍ବନହୀନ, ଅସହାୟ, ନିଃସହାୟ

Lacking help.

unassisted

ଅର୍ଥ : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି

ଉଦାହରଣ : ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା

ସମକକ୍ଷ : ବେସାହାରା

बिना मालिक या स्वामी का।

अनाथ व्यक्ति अपने मालिक की खोज में निकल पड़ा।
अनाथ, अनीश, अनीस, नाथहीन

Having no lord or master.

Harsh punishments for sturdy vagabonds and masterless men.
lordless, masterless

ଅର୍ଥ : ଯାହାର କେହି ମାଲିକ ନାହିଁ(ଜନ୍ତୁ)

ଉଦାହରଣ : ବାରବୁଲା କୁକୁରଙ୍କୁ ଖାସୁ କରାଗଲା

ସମକକ୍ଷ : ବାରବୁଲା

जिसका कोई मालिक न हो (जंतु)।

लावारिस कुत्तों की नसबंदी की गई।
अपति, अपालतू, आवारा, बैतड़ा, बैतला, ला-वारिस, लावारिस, सड़कछाप

Wandering aimlessly without ties to a place or community.

Led a vagabond life.
A rootless wanderer.
rootless, vagabond

ଅର୍ଥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି

ଉଦାହରଣ : ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା

ସମକକ୍ଷ : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ

जिसका कोई पालन-पोषण करनेवाला न हो।

श्याम ने अपना सारा जीवन अनाथ बच्चों की परवरिश में बिता दिया।
अनाथ, छेमंड, टूगर, निगोड़ा नाथा, बेकस, बैतला, मुरहा, यतीम, ला-वारिस, लावारिस