ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର କେହି ସାହାରା ନାହିଁ
ଉଦାହରଣ : ଆମେ ଅସହାୟଙ୍କୁ ସହାୟତା କରିବା ଉଚିତ
ସମକକ୍ଷ : ଅନାଶ୍ରୟ, ଅସହାୟ, ନିରାଶ୍ରିତ, ନିରାଶ୍ରୟ, ନିସହାୟ
वह जिसका कोई सहारा न हो।
ଅର୍ଥ : ଯେଉଁଥିରେ ଆଶ୍ରୟ ବା ଆଧାର ନାହିଁ ବା ଯାହା ଆଶ୍ରିତ ହୋଇନାହିଁ
ଉଦାହରଣ : ଅଣାଶ୍ରିତ ମୂର୍ତ୍ତି ହଠାତ୍ ଗଳି ପଡ଼ିଲା
ସମକକ୍ଷ : ଅଣାଧାର, ଅଣାଶ୍ରିତ
जिसमें टेक या आधार न हो या जो टिकाया न गया हो।
ଅର୍ଥ : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
ଉଦାହରଣ : ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
ସମକକ୍ଷ : ଆଶ୍ରାହୀନ, ଆଶ୍ରୟହୀନ, ନିରାଶ୍ରିତ, ନିରାଶ୍ରୟ
जिसे कहीं आश्रय न मिलता हो।
Poor enough to need help from others.
ସଂସ୍ଥାପନ କରନ୍ତୁ