ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶୁଦ୍ଧତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶୁଦ୍ଧତା   ବିଶେଷ୍ୟ

ଅର୍ଥ : ବିଶୁଦ୍ଧ ନହେବା ଅବସ୍ଥା ବା ଭାବ

ଉଦାହରଣ : ମୁଁ ବଜାରରୁ ଅଶୁଦ୍ଧ ଖାଇବା ଜିନିଷ କିଣିବାକୁ ଚାହୁଁନାହିଁ, କିନ୍ତୁ କିଣିବାକୁ ବାଧ୍ୟ

ସମକକ୍ଷ : ଅବିଶୁଦ୍ଧତା, ମିଶା

विशुद्ध न होने की अवस्था या भाव।

अशुद्धता के कारण मैं बाज़ार से खाद्य वस्तुएँ नहीं खरीदना चाहता,पर क्या करूँ मज़बूरी है।
अविशुद्धता, अशुद्धता

The condition of being impure.

impureness, impurity

ଅର୍ଥ : ମଳିନ ହେବାର ଅବସ୍ଥା ବା ଭାବ

ଉଦାହରଣ : ତା ମନର ମଳିନତାକୁ ସଫା କରାଯାଇ ପାରିବନାହିଁ

ସମକକ୍ଷ : ଅପବିତ୍ରତା, ଅଶୁଦ୍ଧି, ଅସ୍ୱଚ୍ଛତା, କଳୁଷ, ମଳିନତା, ମଳିନତ୍ୱ

मलिन होने की अवस्था या भाव।

उसके मन की मलिनता को साफ़ नहीं किया जा सकता।
इस शहर में जगह-जगह गंदगी दिखाई दे रही है।
अपवित्रता, अमेध्यता, अमेध्यत्व, अविशुद्धि, अशुचिता, अशुचित्व, अशुद्धता, अशुद्धि, अशौच, अस्वच्छता, आलाइश, कलुष, गंदगी, गंदापन, गन्दगी, गन्दापन, मलिनता, मलिनत्व, मलिनाई, मलीनता, मालिन्य, मैलापन, श्यामता

The state of being contaminated.

contamination, taint