ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରାପ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରାପ୍ତ   ବିଶେଷଣ

ଅର୍ଥ : ଯାହାକୁ ପ୍ରାପ୍ତ କରାଯାଇନାହିଁ

ଉଦାହରଣ : ଅପ୍ରାପ୍ତ ଯୌବନ ବ୍ୟକ୍ତିଙ୍କ ବିବାହ ହେବା ଅନୁଚିତ

जिसे प्राप्त न हुआ हो।

यौवन अप्राप्त बाला का विवाह नहीं होना चाहिए।
अप्राप्त

ଅର୍ଥ : ଯାହା ପ୍ରାପ୍ତ ହୋଇନାହିଁ

ଉଦାହରଣ : ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ

ସମକକ୍ଷ : ଅଲବ୍ଧ, ଅଲଭ୍ୟ

जो प्राप्त न हुआ हो।

मेहनती व्यक्ति के लिए दुनिया में कुछ भी अप्राप्त नहीं है।
अनवाप्त, अनापन्न, अनाप्त, अप्राप्त, अलब्ध, अलभ्य, अलह

Impossible to achieve.

An unattainable goal.
unachievable, unattainable, undoable, unrealizable

ଅର୍ଥ : ଯାହା ପ୍ରାପ୍ତ ହୋଇପାରେ ନାହିଁ ଅଥବା ଯାହାକୁ ପ୍ରାପ୍ତ କରିବା ଉଚିତ ନୁହେଁ

ଉଦାହରଣ : ସେ ଜୀବନତମାମ ଅପ୍ରାପ୍ତ ବସ୍ତୁଗୁଡିକ ପଛରେ ଧାଇଛନ୍ତି

जो प्राप्त न हो सके अथवा जिसे प्राप्त करना उचित न हो।

वह जीवनभर अवेद्य वस्तुओं के पीछे भागता रहा।
अवेद्य