ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିନନ୍ଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିନନ୍ଦନ   ବିଶେଷ୍ୟ

ଅର୍ଥ : କାହାର ଶୁଭକଥା ବା ମଙ୍ଗଳ କାମରେ ଶୁଭ ମନାସିବା ବ ଆନନ୍ଦ ପ୍ରକାଶ କରୁଥିବା କଥା

ଉଦାହରଣ : ଅଯୋଧ୍ୟାରେ ରାମ ଜନ୍ମ ଅବସରରେ ସମସ୍ତେ ରାଜା ରାଣୀଙ୍କୁ ଅଭିନନ୍ଦନ ଜଣେଇଲେ

ସମକକ୍ଷ : ବଧେଇ, ମଙ୍ଗଳକାମନା, ଶୁଭକାମନା

किसी के यहाँ कोई शुभ बात या काम होने पर अच्छी कामना और आनंद प्रकट करनेवाली बातें।

अयोध्या में राम-जन्म पर सभी लोग राजा और रानी को बधाई दे रहे थे।
प्रतिनंदन, प्रतिनन्दन, बधाई, मंगल कामना, मुबारकबाद, शुभ कामना, शुभकामना

(usually plural) an expression of pleasure at the success or good fortune of another.

I sent them my sincere congratulations on their marriage.
congratulation, felicitation

ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କ ଗୁଣ ବା ଭଲ ବ୍ୟବହାର ସମ୍ପର୍କରେ କୁହାଯାଇଥିବା ଆଦରସୂଚକ କଥା

ଉଦାହରଣ : ଗୋପାଳର ବାହାଦୁରୀର ସମସ୍ତେ ପ୍ରଶଂସା କଲେ ଗୋପାଳର ବାହାଦୁରୀ ନିମନ୍ତେ ସମସ୍ତେ ସାବାସୀ ଦେଲେ

ସମକକ୍ଷ : ଗୁଣକୀର୍ତ୍ତନ, ପ୍ରଶଂସା, ସାଧୁବାଦ, ସାବାସୀ, ସୁଖ୍ୟାତି

किसी वस्तु, व्यक्ति, आदि या उनके गुणों या अच्छी बातों के संबंध में कही हुई आदरसूचक बात।

प्रशंसा से सभी खुश और प्रोत्साहित होते हैं।
अभिनंदन, अभिनन्दन, अभिवंदन, अभिवन्दन, अभिवादन, अस्तुति, आशंसा, ईडा, तारीफ, तारीफ़, दाद, पालि, प्रशंसा, प्रशस्ति, प्रस्तुति, बड़ाई, मनीषा, वाहवाही, व्युष्टि, शंस, शस्ति, शाबाशी, श्लाघा, सराहना, स्तुति

An expression of approval and commendation.

He always appreciated praise for his work.
congratulations, extolment, kudos, praise