ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କ ଗୁଣ ବା ଭଲ ବ୍ୟବହାର ସମ୍ପର୍କରେ କୁହାଯାଇଥିବା ଆଦରସୂଚକ କଥା
ଉଦାହରଣ : ଗୋପାଳର ବାହାଦୁରୀର ସମସ୍ତେ ପ୍ରଶଂସା କଲେ ଗୋପାଳର ବାହାଦୁରୀ ନିମନ୍ତେ ସମସ୍ତେ ସାବାସୀ ଦେଲେ
ସମକକ୍ଷ : ଅଭିନନ୍ଦନ, ଗୁଣକୀର୍ତ୍ତନ, ପ୍ରଶଂସା, ସାଧୁବାଦ, ସୁଖ୍ୟାତି
किसी वस्तु, व्यक्ति, आदि या उनके गुणों या अच्छी बातों के संबंध में कही हुई आदरसूचक बात।
An expression of approval and commendation.
ସଂସ୍ଥାପନ କରନ୍ତୁ