ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଧୁବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଧୁବାଦ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କ ଗୁଣ ବା ଭଲ ବ୍ୟବହାର ସମ୍ପର୍କରେ କୁହାଯାଇଥିବା ଆଦରସୂଚକ କଥା

ଉଦାହରଣ : ଗୋପାଳର ବାହାଦୁରୀର ସମସ୍ତେ ପ୍ରଶଂସା କଲେ ଗୋପାଳର ବାହାଦୁରୀ ନିମନ୍ତେ ସମସ୍ତେ ସାବାସୀ ଦେଲେ

ସମକକ୍ଷ : ଅଭିନନ୍ଦନ, ଗୁଣକୀର୍ତ୍ତନ, ପ୍ରଶଂସା, ସାବାସୀ, ସୁଖ୍ୟାତି

किसी वस्तु, व्यक्ति, आदि या उनके गुणों या अच्छी बातों के संबंध में कही हुई आदरसूचक बात।

प्रशंसा से सभी खुश और प्रोत्साहित होते हैं।
अभिनंदन, अभिनन्दन, अभिवंदन, अभिवन्दन, अभिवादन, अस्तुति, आशंसा, ईडा, तारीफ, तारीफ़, दाद, पालि, प्रशंसा, प्रशस्ति, प्रस्तुति, बड़ाई, मनीषा, वाहवाही, व्युष्टि, शंस, शस्ति, शाबाशी, श्लाघा, सराहना, स्तुति

An expression of approval and commendation.

He always appreciated praise for his work.
congratulations, extolment, kudos, praise

ଅର୍ଥ : କେହି କିଛି ଭଲ କାମ କଲେ ସାଧୁସାଧୁ କହି ତାଙ୍କର ପ୍ରଶଂସା ବା ଆଦର କରିବାର କ୍ରିୟା

ଉଦାହରଣ : ସତ୍ସଙ୍ଗମଣ୍ଡଳୀ ସେଠ ଆତ୍ମାରାମଙ୍କୁ ସାଧୁବାଦ ଦେଉଥିଲେ

किसी के कोई अच्छा काम करने पर साधु-साधु कहकर उसकी प्रशंसा या आदर करने की क्रिया।

सत्संग मंडली सेठ आत्माराम को साधुवाद दे रही थी।
साधुवाद

Enthusiastic approval.

The book met with modest acclaim.
He acknowledged the plaudits of the crowd.
They gave him more eclat than he really deserved.
acclaim, acclamation, eclat, plaudit, plaudits