ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଳାନ୍ତିହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଳାନ୍ତିହୀନ   ବିଶେଷଣ

ଅର୍ଥ : ଯେଉଁଥିରେ ଥକା ହେବନାହିଁ ବା ଥକା ରହିତ

ଉଦାହରଣ : ମୀରା ଅକ୍ଳାନ୍ତ ପରିଶ୍ରମ କରି ତା ଲକ୍ଷ ହାସଲ କଲା ଶ୍ୟାମ ଅକ୍ଳାନ୍ତ ପରିଶ୍ରମୀ ବ୍ୟକ୍ତି

ସମକକ୍ଷ : ଅକ୍ଳାନ୍ତ, ଅବିଶ୍ରାନ୍ତ

जिसमें थकान न हो या थकान रहित।

मीरा ने अथक परिश्रम कर अपने लक्ष्य को पा लिया।
श्याम अथक परिश्रमी व्यक्ति है।
अथक, अश्रांत, अश्रान्त

Showing sustained enthusiastic action with unflagging vitality.

An indefatigable advocate of equal rights.
A tireless worker.
Unflagging pursuit of excellence.
indefatigable, tireless, unflagging, unwearying