ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଧାହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଧାହୀନ   କ୍ରିୟା ବିଶେଷଣ

ଅର୍ଥ : ବିନା ବାଧାରେ

ଉଦାହରଣ : ସେ ଖାଲଢିପପୂର୍ଣ୍ଣ ଜଙ୍ଗଲକୁ ନିର୍ବାଧରେ ପାରି ହୋଇଗଲେ

ସମକକ୍ଷ : ଅକଣ୍ଟକ, ନିର୍ବାଧ, ନିର୍ବିଘ୍ନ, ବାଧାରହିତ

बिना बाधा के।

वह बीहड़ जंगल को निर्बाध पार कर गया।
अकंटक, निर्बाध, बाधारहित

In a free manner.

The painting featured freely brushed strokes.
freely

ବାଧାହୀନ   ବିଶେଷଣ

ଅର୍ଥ : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର

ଉଦାହରଣ : ଏହି ରାସ୍ତା ଅବରୋଧହୀନ

ସମକକ୍ଷ : ଅକଣ୍ଟକ, ଅବରୋଧହୀନ, ଅବାଧ, ନିର୍ବାଦ, ନିର୍ବିଘ୍ନ, ନିଷ୍କଣ୍ଟକ

Freed of obstructions.

An unclogged drain.
unclogged

ଅର୍ଥ : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ

ଉଦାହରଣ : ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ

ସମକକ୍ଷ : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ଯଥେଚ୍ଛାଚାରୀ, ସ୍ୱଚ୍ଛନ୍ଦ