ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘନିଷ୍ଠ ବନ୍ଧୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘନିଷ୍ଠ ବନ୍ଧୁ   ବିଶେଷ୍ୟ

ଅର୍ଥ : ବହୁତ ଘନିଷ୍ଠତା ବା ଅତ୍ୟଧିକ ସଂପର୍କ ଥିବା ମିତ୍ର

ଉଦାହରଣ : ବିପତ୍ତି ବେଳେ ଘନିଷ୍ଠ ମିତ୍ରକୁ ଚିହ୍ନିହୁଏ

ସମକକ୍ଷ : ଅନ୍ତରଙ୍ଗ, ଅଭିନ୍ନ ମିତ୍ର, ଘନିଷ୍ଠ ମିତ୍ର

वह मित्र जिससे बहुत ही घनिष्ठता हो या जिससे अत्यधिक लगाव हो।

घनिष्ठ मित्र की पहचान विपत्ति में ही होती है।
अंतरंग, अज़ीज़, अजीज, अन्तरङ्ग, अभिन्न मित्र, इष्ट-मित्र, घनिष्ठ मित्र, जिगरी दोस्त, जिगरी यार, पक्का दोस्त, हम-दम, हमदम

A close friend who accompanies his buddies in their activities.

brother, buddy, chum, crony, pal, sidekick