ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଲୋମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଲୋମ   ବିଶେଷ୍ୟ

ଅର୍ଥ : ଉପରୁ ତଳ କ୍ରମରେ

ଉଦାହରଣ : ଅପା ମୋତେ ଶହେରୁ ଏକ ପର୍ଯ୍ୟନ୍ତ ଅନୁଲୋମ ଲେଖାଉଛି

ସମକକ୍ଷ : ଅନୁକ୍ରମ

ऊँचे से नीचे का क्रम।

दीदी मुझे सौ से एक तक अनुलोम लिखवा रही है।
अनुक्रम, अनुलोम

Something inverted in sequence or character or effect.

When the direct approach failed he tried the inverse.
inverse, opposite

ଅର୍ଥ : ସଙ୍ଗୀତରେ ସ୍ୱରଗୁଡ଼ିକର ଅବରୋହ ବା ଅବତରଣ

ଉଦାହରଣ : ଜାହ୍ନବୀଙ୍କଦ୍ୱାରା ଅନୁଲୋମ ହେଉନାହିଁ

संगीत में स्वरों का अवरोह या उतार।

जाह्नवी से अनुलोम नहीं बनता है।
अनुलोम

ଅର୍ଥ : ଉତ୍ତମରୁ ଅଧମ ଆଡ଼କୁ ଆସିବା କ୍ରିୟା

ଉଦାହରଣ : କାହା ଚରିତ୍ରର ଅଧୋଗମନଠାରୁ ଅଧିକ ଆଉ କଣ ହୋଇପାରେ

ସମକକ୍ଷ : ଅଧୋଗମନ

उत्तम से अधम की ओर आने की क्रिया।

किसी के चरित्र का अनुलोम इससे अधिक और क्या हो सकता है।
अनुलोम