ଅର୍ଥ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
ଉଦାହରଣ :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
ସମକକ୍ଷ : ଅନୁକ୍ରମଣିକା, ତାଲିକା, ଲିଷ୍ଟ୍
ଅର୍ଥ : କୌଣସି ଉପକରଣ ଆଦିରେ ଯେଉଁ ତାର ବା କଣ୍ଟା ଯାହା କୌଣସି ବିଶେଷ ପରିମାଣ, ଅଙ୍କ, ଦିଗ ଆଦିକୁ ସୂଚାଏ
ଉଦାହରଣ :
ଏହି ଘଡ଼ିର ଘଣ୍ଟା କଣ୍ଟାଟି ଅଟକି ଯାଇଛି
ସମକକ୍ଷ : କଣ୍ଟା