ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଲିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଲିକା   ବିଶେଷ୍ୟ

ଅର୍ଥ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା

ଉଦାହରଣ : ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ

ସମକକ୍ଷ : ଅନୁକ୍ରମଣିକା, ଲିଷ୍ଟ୍‌, ସୂଚୀ

किसी विषय की मुख्य-मुख्य बातों की क्रमवार दी हुई सूचना।

उसने खरीदे गये सामानों की एक सूची बनाई।
अनुक्रमणिका, तालिका, निर्देश सूची, निर्देशिका, फहरिस्त, फ़ेहरिस्त, फिहरिश्त, फेहरिस्त, लिस्ट, सूचिका, सूची

A database containing an ordered array of items (names or topics).

list, listing

ଅର୍ଥ : କୌଣସି ହୋଟେଲ,ଜଳଖିଆ ଦୋକାନ ଆଦିରେ ମିଳୁଥିବା ଖାଦ୍ୟପଦାର୍ଥର ତାଲିକା

ଉଦାହରଣ : ସେବକ ମେନୁ ଆଣି ଆମ ଆଗରେ ରଖିଦେଲା

ସମକକ୍ଷ : ମେନୁ

किसी होटल, जलपान गृह आदि में मिलनेवाली खाद्य वस्तुओं की सूची।

बैरे ने मेनू लाकर हमारे आगे रख दिया।
भोज्य सूची, मेनू, व्यंजन सूची, व्यंजन-सूची

A list of dishes available at a restaurant.

The menu was in French.
bill of fare, card, carte, carte du jour, menu

ଅର୍ଥ : ଅଲଗା ଅଲଗା ସ୍ତମ୍ଭରେ ବା କୋଠରୀରେ ଦିଆଯାଇଥିବା ଶବ୍ଦ,ପଦ,ଅଙ୍କ ଆଦିର ଏହି ବିନ୍ୟାସ ଯେଉଁଥିରେ ସେହି ଶବ୍ଦ,ପଦ,ଅଙ୍କ ଆଦିର ପାରସ୍ପରିକ ସମ୍ବନ୍ଧ ବା କିଛି ବିଶେଷ ତଥ୍ୟ ସୂଚିତ ହୋଇଥାଏ

ଉଦାହରଣ : ଅଧ୍ୟୟନ, ଗଣନାପାଇଁ ସାରଣୀର ଉପଯୋଗ ହୁଏ

ସମକକ୍ଷ : ସାରଣୀ

अलग-अलग स्तंभों अथवा खानों के रूप में दिए हुए शब्दों, पदों, अंकों आदि का वह विन्यास जिससे उन शब्दों, पदों, अंकों आदि के पारस्परिक संबंध या कुछ विशिष्ट तथ्य सूचित होते हैं।

सारणी का उपयोग अध्ययन, गणना आदि के लिए किया जाता है।
तालिका, सारणी, सारिणी

A set of data arranged in rows and columns.

See table 1.
table, tabular array