ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧୋଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧୋଗମନ   ବିଶେଷ୍ୟ

ଅର୍ଥ : ଅବନତି ଆଡ଼କୁ ଅଗ୍ରସର ହେବାର କ୍ରିୟା ବା ଭାବ

ଉଦାହରଣ : ତାହାର ଅଧଃପତନର ସବୁଠାରୁ ମୁଖ୍ୟ କାରଣ ହେଉଛି ମଦ

ସମକକ୍ଷ : ଅଧଃପତନ, ଅଧୋଗତି, ତଳକୁତଳକୁ

ଅର୍ଥ : ଉତ୍ତମରୁ ଅଧମ ଆଡ଼କୁ ଆସିବା କ୍ରିୟା

ଉଦାହରଣ : କାହା ଚରିତ୍ରର ଅଧୋଗମନଠାରୁ ଅଧିକ ଆଉ କଣ ହୋଇପାରେ

ସମକକ୍ଷ : ଅନୁଲୋମ

उत्तम से अधम की ओर आने की क्रिया।

किसी के चरित्र का अनुलोम इससे अधिक और क्या हो सकता है।
अनुलोम