ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଦହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଦହେବା   କ୍ରିୟାପଦ

ଅର୍ଥ : କୌଣସି କାମ ଅଧାପଡ଼ିବା ବା ରହିବା

ଉଦାହରଣ : ଆପଣଙ୍କ କାରଣରୁ ମୋର କେତେ କାମ ଅଟକିଛି

ସମକକ୍ଷ : ଅଟକିବା

किसी काम का अधूरा पड़ना या रहना।

आपके के कारण मेरे कई काम लटके हैं।
लटकना

ଅର୍ଥ : ଗତିରେ ଅବରୁଦ୍ଧ ସୃଷ୍ଟି ହେବା

ଉଦାହରଣ : ଚାଲୁ ଚାଲୁ ଅଚାନକ ମୋ ମଟରସାଇକେଲ୍‌ ଅଟକି ଗଲା

ସମକକ୍ଷ : ଅଟକିବା, ଗତିରୋଧ ହେବା

गति में अवरोध उत्पन्न होना।

चलते-चलते अचानक मेरी मोटरसाइकिल रुक गई।
अटकना, गतिरुद्ध होना, बंद होना, रुकना

Come to a halt, stop moving.

The car stopped.
She stopped in front of a store window.
halt, stop

ଅର୍ଥ : ରୁଦ୍ଧ ହେବା ବା ଅଟକିବା

ଉଦାହରଣ : ନାବଦାନ ଅବରୁଦ୍ଧ ହୋଇଗଲା

ସମକକ୍ଷ : ଅଟକିଯିବା, ଅବରୁଦ୍ଧହେବା, ଫସିଯିବା, ବାଧାପଡ଼ିବା

रुधाँ या रुका हुआ होना।

नाबदान अवरुद्ध हो गया है।
अवरुद्ध होना, फँसना, फंसना, बंद होना, बाधा पड़ना, रुँधना, रुंधना

Become or cause to become obstructed.

The leaves clog our drains in the Fall.
The water pipe is backed up.
back up, choke, choke off, clog, clog up, congest, foul