ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼ୀଭୂତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼ୀଭୂତ ହେବା   କ୍ରିୟାପଦ

ଅର୍ଥ : ଚାଲୁଚାଲୁ ହଠାତ ରହିଯିବା

ଉଦାହରଣ : ସେ ରାସ୍ତାରେ ସାପ ଦେଖି ସ୍ତମ୍ଭୀଭୂତ ହୋଇଗଲା

ସମକକ୍ଷ : ଅଟକିଯିବା, ସ୍ତମ୍ଭୀଭୂତ ହେବା

आशंका, भय आदि की कोई बात देखकर चलते-चलते अचानक रुक जाना।

वह रास्ते में साँप देखकर ठिठका।
ठिठकना