ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବହୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବହୁ   ବିଶେଷଣ

ଅର୍ଥ : ଏକ ରୁ ଅଧିକ

ଉଦାହରଣ : ଭାରତରେ ଅନେକ ଭାଷାରେ କୁହାଯାଇଥାଏ

ସମକକ୍ଷ : ଅନେକ, ଏକାଧିକ, ନାନା, ବିବିଧ

एक से अधिक।

भारत में अनेक भाषाएँ बोली जाती हैं।
बहुभाषी होने के अनेक फायदे हैं।
अनेक, अनेकानेक, अनेग, एकाधिक, कई, कतिपय, बहुतेरे

(used with count nouns) of an indefinite number more than 2 or 3 but not many.

Several letters came in the mail.
Several people were injured in the accident.
several

ଅର୍ଥ : ଯାହା ମାତ୍ରାରେ ଅଧିକ

ଉଦାହରଣ : ସେ ଅଗାଧ ସଂପତ୍ତିର ମାଲିକ

ସମକକ୍ଷ : ଅଗାଧ, ଅତି, ଅତିଶୟ, ଅତ୍ୟନ୍ତ, ଅଧିକ, ଖୁବ୍, ପ୍ରଚୁର, ବହୁତ, ବେଶୀ

जो मात्रा में ज़्यादा हो।

उसके पास बहुत सम्पत्ति है।
वह अगाध संपत्ति का मालिक है।
अति, अतीव, अधिक, अनल्प, अनून, अन्यून, अबेश, आकर, आत्यंतिक, आत्यन्तिक, काफ़ी, काफी, ख़ूब, खूब, गहरा, ज़्यादा, ज्यादा, बहुत, बहुल

(quantifier used with mass nouns) great in quantity or degree or extent.

Not much rain.
Much affection.
Much grain is in storage.
much