ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୃଥିବୀରେ ଦୁଇ ମେରୁ ମଧ୍ୟରେ ଅବସ୍ଥିତ କଳ୍ପିତ ସରଳରେଖା
ଉଦାହରଣ : ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଛି
ସମକକ୍ଷ : ଅକ୍ଷ
पृथ्वी के दोनों ध्रुवों के बीच की सीधी कल्पित रेखा।
The center around which something rotates.
ଅର୍ଥ : ପିଠିର ମଝିରେ ଥିବା ଲମ୍ବା ହାଡ଼
ଉଦାହରଣ : ମେରୁଦଣ୍ଡକୁ ସିଧା ରଖିବାପାଇଁ ସିଧା ବସନ୍ତୁ
ସମକକ୍ଷ : ମେରୁହାଡ଼
मनुष्यों और बहुत से जीव-जंतुओं में पीठ के बीच की लम्बी खड़ी हड्डी जिसमें गरदन से लेकर कमर पर की त्रिकास्थि तक माला की तरह गुथी हुई कशेरुकाएँ होती हैं।
The series of vertebrae forming the axis of the skeleton and protecting the spinal cord.
ସଂସ୍ଥାପନ କରନ୍ତୁ