ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଖ   ବିଶେଷ୍ୟ

ଅର୍ଥ : କାଠ ଅଥବା ଲୁହା ଅକ୍ଷ ଯାହା ଉପରେ ଚକ ବୁଲେ

ଉଦାହରଣ : ଅଖ ଘସି ହୋଇ ଭାଙ୍ଗି ଗଲା

ସମକକ୍ଷ : ଅକ୍ଷ

लकड़ी अथवा लोहे का डंडा जिस पर गड़ारी घूमती है।

अखौट घिस कर टूट गया।
अखौट, अखौटा

ଅର୍ଥ : ଲୁହା ତିଆରି ଦଣ୍ଡ ଯାହାର ଦୁଇ ମୁଣ୍ଡରେ ଗାଡ଼ିର ଚକପଇ ଲାଗିରହିଥାଏ

ଉଦାହରଣ : ଦୁର୍ଘଟଣା ସମୟରେ ଗାଡ଼ିର ଗୋଟିଏ ଚକ ଅଖରୁ ଖସିଗଲା

लोहे आदि का वह डंडा जिसके दोनों सिरों पर गाड़ी आदि के पहिए लगे रहते हैं।

दुर्घटना के समय गाड़ी का एक पहिया धुरी से निकल गया।
अक्ष, इरसी, धुरा, धुरी, धौ, नभ्य

A shaft on which a wheel rotates.

axle

ଅର୍ଥ : ଯେଉଁ କାଠିଦ୍ୱାରା କୁମ୍ଭାର ଚକକୁ ଘୁରାଏ

ଉଦାହରଣ : କୁମ୍ଭାର ଅଖ ଦ୍ୱାରା ଚକକୁ ଯୋରରେ ଘୁରାଉଛି

वह डंडा जिससे कुम्हार चाक को घुमाता है।

कुम्हार चकेठ से चाक को तेजी से घुमा रहा है।
चकेठ, मकुर