ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହସ   ବିଶେଷ୍ୟ

ଅର୍ଥ : ହସିବାବେଳେ ଉତ୍ପନ୍ନ ଶବ୍ଦ

ଉଦାହରଣ : ତାର ହସ ଏ ପର୍ଯ୍ୟନ୍ତ ଶୁଭୁଥିଲା

हँसने से उत्पन्न शब्द।

उसकी हँसी यहाँ तक सुनाई दे रही है।
हँसी

The sound of laughing.

laugh, laughter

ଅର୍ଥ : ହସିବାର କ୍ରିୟା ବା ଭାବ

ଉଦାହରଣ : ତାର ହସ ମନଜିଣା

ସମକକ୍ଷ : ହାସ୍ୟ

हँसने की क्रिया या भाव।

उसकी हँसी मोहक है।
हँसी, हास्य

ଅର୍ଥ : ହସିବାର ପ୍ର କ୍ରିୟା ବା ଭାବ

ଉଦାହରଣ : ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ

ସମକକ୍ଷ : ହାସ୍ୟ

मुस्कराने की क्रिया या भाव।

बच्चों की मुस्कान सभी को अच्छी लगती है।
अवहास, ईषद्धास, मन्द हँसी, मुसकराहट, मुसकान, मुसकुराहट, मुस्कराहट, मुस्कान, मुस्कुराहट, मृदुहास्य

A facial expression characterized by turning up the corners of the mouth. Usually shows pleasure or amusement.

grin, grinning, smile, smiling