ଅର୍ଥ : ପ୍ରତିଯୋଗିତା, ଯୁଦ୍ଧ, ଖେଳଆଦିରେ ସଫଳ ନହେବାରୁ ଏସଂପର୍କିତ ବସ୍ତୁଗୁଡ଼ିକୁ ହରାଇବା
ଉଦାହରଣ :
ରାମନାଥ ଜୁଆରେ ପାଞ୍ଚ ହଜାର ଟଙ୍କା ହରାଇଲା
ସମକକ୍ଷ : ହରେଇବା
ଅର୍ଥ : ଯୁଦ୍ଧ, ଖେଳ, ପ୍ରତିଯୋଗିତା ଆଦିରେ ପ୍ରତିପକ୍ଷ ଦ୍ୱାରା ପରାସ୍ତ ହେବା
ଉଦାହରଣ :
ମହାଭାରତ ଯୁଦ୍ଧରେ କୌରବମାନେ ହାରିଲେ
ସମକକ୍ଷ : ପରାଜିତ ହେବା, ପରାଜୟବରଣ କରିବା, ପରାସ୍ତ ହେବା
ଅର୍ଥ : କୁସ୍ତିଆଦିରେ ହାରିବା ବା ପରାସ୍ତହେବା
ଉଦାହରଣ :
ମୋଟା ପହେଲମାନ ଗେଡ଼ା ପହେଲମାନଠାରୁ ହାରିଗଲା
ସମକକ୍ଷ : ପରାସ୍ତହେବା
ଅର୍ଥ : ନଷ୍ଟ ବା ବରବାଦ କରିବା
ଉଦାହରଣ :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
ସମକକ୍ଷ : ଉଡ଼ାଇ ଦେବା, ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହରେଇବା