ଅର୍ଥ : ପ୍ରତିଯୋଗିତା, ଯୁଦ୍ଧ, ଖେଳଆଦିରେ ସଫଳ ନହେବାରୁ ଏସଂପର୍କିତ ବସ୍ତୁଗୁଡ଼ିକୁ ହରାଇବା
ଉଦାହରଣ :
ରାମନାଥ ଜୁଆରେ ପାଞ୍ଚ ହଜାର ଟଙ୍କା ହରାଇଲା
ସମକକ୍ଷ : ହାରିବା
ଅର୍ଥ : ପ୍ରତିଯୋଗିତାରେ ବିପକ୍ଷ ଦଳକୁ ହରେଇବା
ଉଦାହରଣ :
ସାଇକେଲ ପ୍ରତିଯୋଗିତାରେ ମହେଶ ସୁରଜକୁ ହରେଇଲା
ସମକକ୍ଷ : ପରାଜିତ କରିବା, ପରାସ୍ତ କରିବା
ଅର୍ଥ : କୌଣସି ଅବସ୍ଥା,କାର୍ଯ୍ୟ,ସମୟ ଆଦି ହାତଛଡ଼ା କରିବା
ଉଦାହରଣ :
ସେ ସୁବର୍ଣ୍ଣ ସୁଯୋଗ ହରାଇଲା ସେ ନିଜ ଇଜ୍ଜତ ହରେଇଲା
ସମକକ୍ଷ : ହରାଇବା
ଅର୍ଥ : ନଷ୍ଟ ବା ବରବାଦ କରିବା
ଉଦାହରଣ :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
ସମକକ୍ଷ : ଉଡ଼ାଇ ଦେବା, ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହାରିବା