ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରାଜୟବରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରାଜୟବରଣ କରିବା   କ୍ରିୟାପଦ

ଅର୍ଥ : ଯୁଦ୍ଧ, ଖେଳ, ପ୍ରତିଯୋଗିତା ଆଦିରେ ପ୍ରତିପକ୍ଷ ଦ୍ୱାରା ପରାସ୍ତ ହେବା

ଉଦାହରଣ : ମହାଭାରତ ଯୁଦ୍ଧରେ କୌରବମାନେ ହାରିଲେ

ସମକକ୍ଷ : ପରାଜିତ ହେବା, ପରାସ୍ତ ହେବା, ହାରିବା

युद्ध, खेल, प्रतियोगिता आदि में प्रतिपक्षी के सामने विफल होना।

महाभारत के युद्ध में कौरव हारे।
असफल होना, पराजित होना, हार जाना, हारना

Fail to win.

We lost the battle but we won the war.
lose