ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼ାଇ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼ାଇ ଦେବା   କ୍ରିୟାପଦ

ଅର୍ଥ : କୌଣସି କାମରେ ହୁଙ୍କାପିଟା ଭାବରେ ଖର୍ଚ୍ଚ କରିବା

ଉଦାହରଣ : ସେ ନିଜ ଭାଇର ଚାପରେ ବହୁତ ପଇସା ଉଡ଼ାଇ ଦେଲା

ସମକକ୍ଷ : ଅପବ୍ୟୟ କରିବା

किसी कार्य में अंधाधुंध खर्च करना।

उसने अपने भाई की दवा में बहुत पैसा झोंका।
उड़ाना, झोंकना, फूँकना, फूंकना

Spend lavishly or wastefully on.

He blew a lot of money on his new home theater.
blow

ଅର୍ଥ : ନଷ୍ଟ ବା ବରବାଦ କରିବା

ଉଦାହରଣ : ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା

ସମକକ୍ଷ : ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହରେଇବା, ହାରିବା

नष्ट या बरबाद करना।

ठाकुर के बेटे ने जुए में खूब पैसा फूँका।
बेटे ने लापरवाही से पिता का जमा-जमाया व्यापार बैठा दिया।
गँवाना, ठिकाने लगाना, डुबाना, डुबोना, तबाह करना, तहस-नहस करना, नष्ट करना, फूँकना, फेंकना, बरबाद करना, बहाना, बिठाना, बिलवाना, बैठाना, लुटाना, लुटिया डुबाना, लुटिया डुबोना

Ruin utterly.

You have shipwrecked my career.
shipwreck