ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ଉଦାହରଣ : ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
ସମକକ୍ଷ : ଖଜଣା, ଟିକସ୍, ଟ୍ୟାକ୍ସ୍
खेती-बाड़ी की भूमि पर लगने वाला कर।
Charge against a citizen's person or property or activity for the support of government.
ଅର୍ଥ : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
ଉଦାହରଣ : ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
ସମକକ୍ଷ : ହସ୍ତ, ହାତ
कोहनी से पंजे के सिरे तक का भाग।
The (prehensile) extremity of the superior limb.
ଅର୍ଥ : ଯେଉଁ ଖଜଣା ପ୍ରତି ଗଛ ହିସାବରେ ଦେବାକୁ ପଡ଼େ
ଉଦାହରଣ : ଜଣେ କର୍ମଚାରୀ କୃଷକମାନଙ୍କଠାରୁ ଖଜଣା ଆଦାୟ କରୁଛି
ସମକକ୍ଷ : ଖଜଣା
वह कर जो प्रति वृक्ष के हिसाब से लगता है।
ଅର୍ଥ : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
ଉଦାହରଣ : ଭୀମଙ୍କ ବାହୁରେ ବହୁତ ବଳ ଥିଲା
ସମକକ୍ଷ : ବାହୁ, ଭୁଜ, ହସ୍ତ, ହାତ
कन्धे से पंजे तक का वह अंग जिससे चीजें पकड़ते और काम करते हैं।
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
ଅର୍ଥ : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
ଉଦାହରଣ : ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
ସମକକ୍ଷ : ଟ୍ୟାକ୍ସ୍, ମାହାସୁଲ, ଶୁଳ୍କ
वह नियत धन आदि जो किसी व्यक्ति या किसी संपत्ति, व्यापार आदि के काम में से कोई अधिकारिकी अपने लिए लेती है।
ସଂସ୍ଥାପନ କରନ୍ତୁ