ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୁଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୁଜ   ବିଶେଷ୍ୟ

ଅର୍ଥ : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ

ଉଦାହରଣ : ଭୀମଙ୍କ ବାହୁରେ ବହୁତ ବଳ ଥିଲା

ସମକକ୍ଷ : କର, ବାହୁ, ହସ୍ତ, ହାତ

कन्धे से पंजे तक का वह अंग जिससे चीजें पकड़ते और काम करते हैं।

गाँधीजी के हाथ बहुत लंबे थे।
भीम की भुजाओं में बहुत बल था।
अरत्नि, आच, कर, बाँह, बाज़ू, बाजू, बाहु, भुजा, शबर, सारंग, हस्त, हाथ

A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.

arm

ଅର୍ଥ : ଜ୍ୟାମିତିରେ କୌଣସି କ୍ଷେତ୍ରର ପ୍ରାନ୍ତ ବା ପ୍ରାନ୍ତୀୟ ରେଖା

ଉଦାହରଣ : ଏହି ଚତୁର୍ଭୁଜର ଚାରିଭୁଜ ଅସମାନ

ସମକକ୍ଷ : ବାହୁ

ज्यामिति में किसी क्षेत्र का किनारा या किनारे की रेखा।

इस चतुर्भुज की चारों भुजायें असमान हैं।
बाहु, भुज, भुजा

A line segment forming part of the perimeter of a plane figure.

The hypotenuse of a right triangle is always the longest side.
side

ଅର୍ଥ : ଗୁଜୁରାଟର ଏକ ସହର

ଉଦାହରଣ : କଛ ଜିଲ୍ଳାର ମୁଖ୍ୟ କାର୍ଯ୍ୟାଳୟ ଭୁଜ ସହରରେ ଅବସ୍ଥିତ

ସମକକ୍ଷ : ଭୁଜ ସହର

भारत के गुजरात राज्य का एक शहर।

कच्छ जिले का मुख्यालय भुज शहर में है।
भुज, भुज शहर