ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହରାଇବା   ବିଶେଷ୍ୟ

ଅର୍ଥ : ହରାଇବାର କାର୍ଯ୍ୟ

ଉଦାହରଣ : ସେ ନିଜର ଶତ୍ରୁ ରାଜାଙ୍କୁ ହରାଇବା ପରେ ତାଙ୍କ ରାଜ୍ୟକୁ ଅକ୍ତିଆର କରିନେଲେ

हराने की क्रिया।

वह अपने शत्रु राजाओं को हराने के बाद उनके राज्य पर कब्जा कर लेता था।
निष्कृति, हराना

ହରାଇବା   କ୍ରିୟାପଦ

ଅର୍ଥ : କୌଣସି ଅବସ୍ଥା,କାର୍ଯ୍ୟ,ସମୟ ଆଦି ହାତଛଡ଼ା କରିବା

ଉଦାହରଣ : ସେ ସୁବର୍ଣ୍ଣ ସୁଯୋଗ ହରାଇଲା ସେ ନିଜ ଇଜ୍ଜତ ହରେଇଲା

ସମକକ୍ଷ : ହରେଇବା

किसी अवस्था, कार्य, समय आदि को हाथ से जाने देना।

उसने सुनहला मौका गँवा दिया।
उसने अपनी इज्जत गँवा दी।
खो देना, खोना, गँवाना, गंवाना, गवाँ देना, गवां देना