ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହନୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହନୁ   ବିଶେଷ୍ୟ

ଅର୍ଥ : ଓଠ ତଳର ଗୋଲହୋଇ ତଳୁ ଉପରକୁ ଉଠି ଥିବା ଭାଗ

ଉଦାହରଣ : ତା ଥୋଡ଼ି ଉପରେ କଟା ଦାଗ ଅଛି

ସମକକ୍ଷ : ଚିବୁକ, ଥୋଡ଼ି, ଦାଢ଼ି

ओठों के नीचे का गोलाई लिए हुए उभरा हुआ भाग।

उसकी ठोढ़ी पर कटे का निशान है।
चिबुक, ठुड्डी, ठोड़ी, ठोढ़ी, दाढ़ी, हनु

The protruding part of the lower jaw.

chin, mentum

ଅର୍ଥ : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ

ଉଦାହରଣ : ହନୁମାନ ରାମଙ୍କର ଭକ୍ତ ଥିଲେ

ସମକକ୍ଷ : ଅଞ୍ଜନୀନନ୍ଦନ, ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନପୁତ୍ର, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ମହାବୀର, ହନୁମନ୍ତ, ହନୁମାନ

In Hinduism, the monkey god and helper of Rama. God of devotion and courage.

hanuman