ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାବୀର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାବୀର   ବିଶେଷ୍ୟ

ଅର୍ଥ : ଚତୁର୍ବିଂଶତମ କିମ୍ବା ଅନ୍ତିମ ଜୈନ ତୀର୍ଥଙ୍କର

ଉଦାହରଣ : ମହାବୀରଙ୍କ ପିଲାଦିନର ନାଁ ବର୍ଦ୍ଧମାନ ଥିଲା

ସମକକ୍ଷ : ବର୍ଦ୍ଧମାନ

चौबीसवें और अन्तिम जैन तीर्थंकर।

महावीर के बचपन का नाम वर्धमान था।
भगवान महावीर, महावीर, महावीर स्वामी, वर्द्धमान, वर्धमान

ଅର୍ଥ : ବହୁତ ବଡ ବୀର

ଉଦାହରଣ : ରାବଣର ସେନାରେ ବହୁତ ସଂଖ୍ୟାରେ ମହାବୀର ଥିଲେ

ସମକକ୍ଷ : ଶ୍ରେଷ୍ଠବୀର

वह जो बहुत बड़ा वीर हो।

रावण की सेना में बहुत सारे सुभट थे।
प्रवीर, महावीर, वीरेंद्र, वीरेन्द्र, सुभट

ଅର୍ଥ : ଯୁଦ୍ଧ କ୍ଷେତ୍ରରେ ବୀରତ୍ୱପୂର୍ବକ ଯୁଦ୍ଧ କରୁଥିବା ଯୋଦ୍ଧା

ଉଦାହରଣ : ସମର ଭୂମି ରଣବୀରମାନଙ୍କ ରକ୍ତରେ ରଞ୍ଜିତ ହୋଇଥିଲା

ସମକକ୍ଷ : ଯୁଦ୍ଧବୀର, ରଣବୀର

युद्ध क्षेत्र में वीरतापूर्वक लड़नेवाला योद्धा।

समर भूमि रणवीरों के खून से रंग गयी थी।
युद्धवीर, रणधीर, रणवीर

ଅର୍ଥ : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ

ଉଦାହରଣ : ହନୁମାନ ରାମଙ୍କର ଭକ୍ତ ଥିଲେ

ସମକକ୍ଷ : ଅଞ୍ଜନୀନନ୍ଦନ, ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନପୁତ୍ର, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ହନୁ, ହନୁମନ୍ତ, ହନୁମାନ

In Hinduism, the monkey god and helper of Rama. God of devotion and courage.

hanuman

ମହାବୀର   ବିଶେଷଣ

ଅର୍ଥ : ଯେ ବହୁତ ବଡ଼ ବୀର

ଉଦାହରଣ : ସେନାପତି କେତେକ ମହାବୀର ଯୋଦ୍ଧାଙ୍କୁ ନିଜ ରଣନୀତି ବିଷୟରେ ଅବଗତ କରାଇଲେ

ସମକକ୍ଷ : ଶୂରବୀର

जो बहुत बड़ा वीर हो।

सेनापति ने कुछ महावीर योद्धाओं को अपनी रणनीति से अवगत कराया।
महाबीर, महावीर