ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପବନପୁତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପବନପୁତ୍ର   ବିଶେଷ୍ୟ

ଅର୍ଥ : ଯୁଧିଷ୍ଠିରଙ୍କ ସାନଭାଇ ଯେ ଅର୍ଜୁନଙ୍କଠାରୁ ବଡ଼ ଥିଲେ

ଉଦାହରଣ : ଭୀମ ବହୁତ ବଳଶାଳୀ ଥିଲେ

ସମକକ୍ଷ : ପବନସୂତ, ବୃକୋଦର, ଭୀମ, ଭୀମସେନ, ମାରୁତି

युधिष्ठिर के छोटे भाई जो अर्जुन से बड़े थे।

भीम बहुत बलशाली थे।
अनिलात्मज, देवव्रत, नागबल, बकरिपु, बकारि, भीम, भीमसेन, मारुतात्मज, मारुति, वकारि, वात-पुत्र, वातपुत्र, वीररेणु, वृकोदर

An imaginary being of myth or fable.

mythical being

ଅର୍ଥ : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ

ଉଦାହରଣ : ହନୁମାନ ରାମଙ୍କର ଭକ୍ତ ଥିଲେ

ସମକକ୍ଷ : ଅଞ୍ଜନୀନନ୍ଦନ, ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ମହାବୀର, ହନୁ, ହନୁମନ୍ତ, ହନୁମାନ

In Hinduism, the monkey god and helper of Rama. God of devotion and courage.

hanuman