ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥୋଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥୋଡ଼ି   ବିଶେଷ୍ୟ

ଅର୍ଥ : ଚେହେରା (ନିନ୍ଦାର୍ଥକ ପ୍ରୟୋଗ)

ଉଦାହରଣ : ନିଜ ଥୋଡ଼ି ପ୍ରଥମେ ଦର୍ପଣରେ ଦେଖିକରି ଆସ

चेहरा (निंदार्थक प्रयोग)।

अपना थोबड़ा पहले शीशे में देखकर आओ।
थोबड़ा

ଅର୍ଥ : ଓଠ ତଳର ଗୋଲହୋଇ ତଳୁ ଉପରକୁ ଉଠି ଥିବା ଭାଗ

ଉଦାହରଣ : ତା ଥୋଡ଼ି ଉପରେ କଟା ଦାଗ ଅଛି

ସମକକ୍ଷ : ଚିବୁକ, ଦାଢ଼ି, ହନୁ

ओठों के नीचे का गोलाई लिए हुए उभरा हुआ भाग।

उसकी ठोढ़ी पर कटे का निशान है।
चिबुक, ठुड्डी, ठोड़ी, ठोढ़ी, दाढ़ी, हनु

The protruding part of the lower jaw.

chin, mentum

ଥୋଡ଼ି   ବିଶେଷଣ

ଅର୍ଥ : ଥୋଡ଼ିର ବା ଥୋଡ଼ି ସହ ସମ୍ବନ୍ଧିତ

ଉଦାହରଣ : ଦୁର୍ଘଟଣା କରଣରୁ ତାର ଥୋଡ଼ିକୁ ଅପରେଶନ କରିବାକୁ ପଡ଼ିଲା

ସମକକ୍ଷ : ତଳ ଓଠ

ठोढ़ी का या ठोढ़ी से संबंधित।

दुर्घटना के कारण उसका ठोढ़ीय आपरेशन करना पड़ा।
चिबुक संबंधी, ठुड्डीय, ठोड़ीय, ठोढ़ीय, हनु संबंधी

Of or relating to the chin- or liplike structure in insects and certain mollusks.

mental