ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ତ୍ର   ବିଶେଷ୍ୟ

ଅର୍ଥ : ଚିକିତ୍ସକର କଟାକଟି କରିବାର ଉପକରଣ

ଉଦାହରଣ : ନର୍ସ ଶଲ୍ୟଚିକିତ୍ସକଙ୍କ ହାତକୁ ଅସ୍ତ୍ରରୁ ଗୋଟିଏ ଗୋଟିଏ କରି ଦେଉଛି

चिकित्सक का चीरफाड़ का उपकरण।

नर्स अस्त्रों को एक-एक करके शल्य-चिकित्सक के हाथ में दे रही है।
अस्त्र

A medical instrument used in surgery.

surgical instrument

ଅର୍ଥ : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ

ଉଦାହରଣ : ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା

ସମକକ୍ଷ : ହତିଆର

वह व्यक्ति जिसे अपने लाभ के लिए उपयोग में लाया जाए।

उसने मुझे निर्वाचन के समय मोहरा बनाया।
मोहरा, हथियार

A person used by another to gain an end.

cat's-paw, instrument, pawn

ଅର୍ଥ : ଯେଉଁ ଉପକରଣ ଦ୍ୱାରା କୌଣସି ବସ୍ତୁ ଫିଙ୍ଗାଯାଏ

ଉଦାହରଣ : ତୋପ,ବନ୍ଧୁକ,ଧନୁ ଆଦି ଅସ୍ତ୍ର

वह हथियार जिससे कोई वस्तु फेंकी जाए।

तोप, बंदूक, धनुष आदि अस्त्र हैं।
अस्त्र

A portable gun.

He wore his firearm in a shoulder holster.
firearm, piece, small-arm

ଅର୍ଥ : ଶତ୍ରୁର ଆକ୍ରମଣକୁ ପ୍ରତିହତ କରୁଥିବା ବସ୍ତୁ

ଉଦାହରଣ : ଢାଲ ଗୋଟିଏ ଅସ୍ତ୍ର

वह वस्तु जिससे शत्रु का वार रोका जाता है।

ढाल एक अस्त्र हैं।
अस्त्र

Protective covering made of metal and used in combat.

armor, armour

ଅର୍ଥ : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ

ଉଦାହରଣ : ବାଣ ଏକ ଅସ୍ତ୍ର

ସମକକ୍ଷ : ହତିଆର

वह हथियार जो शत्रु पर फेंक कर चलाया जाए।

बाण एक अस्त्र है।
अस्त्र, प्रहरण

A weapon that is forcibly thrown or projected at a targets but is not self-propelled.

missile, projectile