ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ମରିଯାଇଛି
ଉଦାହରଣ : ସେ ମୃତ ବ୍ୟକ୍ତିଙ୍କୁ କବର ଦେବାପାଇଁ ଯାଉଛି ସେ ସ୍ୱର୍ଗୀୟ ପିତାଙ୍କ ସ୍ମୃତିରେ ଗୋଟିଏ ଡାକ୍ତରଖାନା ତିଆରିକଲେ
ସମକକ୍ଷ : ଦିବଙ୍ଗତ, ପରଲୋକଗତ, ପରଲୋକବାସୀ, ମୃତ, ସ୍ୱର୍ଗବାସୀ
जो मरा हुआ हो।
No longer having or seeming to have or expecting to have life.
ଅର୍ଥ : ସ୍ୱର୍ଗ ସହିତ ସମ୍ବନ୍ଧିତ
ଉଦାହରଣ : ସାଧନା କଲେ ସ୍ୱର୍ଗୀୟ ସୁଖ ମିଳେ
ସମକକ୍ଷ : ଦିବ୍ୟ
स्वर्ग का या स्वर्ग से संबंध रखनेवाला।
Of or belonging to heaven or god.
ଅର୍ଥ : ବହୁତ ବଢ଼ିଆ କିମ୍ବା ଭଲ
ଉଦାହରଣ : ସେ ଦିବ୍ୟ ବସ୍ତ୍ର ଧାରଣ କରିଛି
ସମକକ୍ଷ : ଦିବ୍ୟ, ମନୋହର
बहुत ही बढ़िया या अच्छा।
ସଂସ୍ଥାପନ କରନ୍ତୁ