ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିବ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିବ୍ୟ   ବିଶେଷଣ

ଅର୍ଥ : ସ୍ୱର୍ଗ ସହିତ ସମ୍ବନ୍ଧିତ

ଉଦାହରଣ : ସାଧନା କଲେ ସ୍ୱର୍ଗୀୟ ସୁଖ ମିଳେ

ସମକକ୍ଷ : ସ୍ୱର୍ଗୀୟ

स्वर्ग का या स्वर्ग से संबंध रखनेवाला।

साधना करने से स्वर्गीय सुख मिलता है।
आसमानी, आस्मानी, दिवक्ष, दिव्य, बहिश्ती, बिहिश्ती, वैकुंठीय, सुरधामी, स्वर्गिक, स्वर्गी, स्वर्गीय

Of or belonging to heaven or god.

heavenly

ଅର୍ଥ : ବହୁତ ବଢ଼ିଆ କିମ୍ବା ଭଲ

ଉଦାହରଣ : ସେ ଦିବ୍ୟ ବସ୍ତ୍ର ଧାରଣ କରିଛି

ସମକକ୍ଷ : ମନୋହର, ସ୍ୱର୍ଗୀୟ

बहुत ही बढ़िया या अच्छा।

उसने दिव्य वस्त्र धारण किया।
दिव्य

ଅର୍ଥ : ପରଲୋକ ସହିତ ସମ୍ବନ୍ଧ ରଖିବା ଲୋକ

ଉଦାହରଣ : ମହାତ୍ମା ଗାନ୍ଧୀ ଲୋକୋତ୍ତର କଥା କହୁଛନ୍ତି

ସମକକ୍ଷ : ଅଲୌକିକ, ପାରଲୌକିକ, ଲୋକତ୍ତୋର

परलोक से संबंध रखने वाला।

महात्माजी पारलौकिक बातें बता रहे हैं।
अलौकिक, आधिदैविक, आमुष्मिक, दिव्य, परलोकीय, परलौकिक, पारलौकिक, लोकातीत, लोकोत्तर, सांपरायिक, साम्परायिक

Relating to or inhabiting a divine heaven.

Celestial beings.
Heavenly hosts.
celestial, heavenly