ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱର୍ଗବାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱର୍ଗବାସୀ   ବିଶେଷ୍ୟ

ଅର୍ଥ : ଯେ ସ୍ୱର୍ଗରେ ରହନ୍ତି ବା ସ୍ୱର୍ଗର ନିବାସୀ

ଉଦାହରଣ : ମୋତେ ସେ ସ୍ୱର୍ଗବାସୀ ଭଳି ମନେ ଜଣାପଡ଼ୁଥିଲା

वह जो स्वर्ग में रहता हो या स्वर्ग का निवासी।

वह मुझे बहिश्ती जान पड़ता था।
बहिश्ती, बिहिश्ती, स्वर्गवासी

Someone who is no longer alive.

I wonder what the dead person would have done.
dead person, dead soul, deceased, deceased person, decedent, departed

ସ୍ୱର୍ଗବାସୀ   ବିଶେଷଣ

ଅର୍ଥ : ଯାହା ମରିଯାଇଛି

ଉଦାହରଣ : ସେ ମୃତ ବ୍ୟକ୍ତିଙ୍କୁ କବର ଦେବାପାଇଁ ଯାଉଛି ସେ ସ୍ୱର୍ଗୀୟ ପିତାଙ୍କ ସ୍ମୃତିରେ ଗୋଟିଏ ଡାକ୍ତରଖାନା ତିଆରିକଲେ

ସମକକ୍ଷ : ଦିବଙ୍ଗତ, ପରଲୋକଗତ, ପରଲୋକବାସୀ, ମୃତ, ସ୍ୱର୍ଗୀୟ

जो मरा हुआ हो।

वे मृत व्यक्ति को दफ़नाने जा रहे हैं।
उसने स्वर्गीय पिता की स्मृति में एक अस्पताल बनवाया।
अध्रियामाण, अपगत, अपहत, अभ्यतीत, गत, दिवंगत, दिविक्षया, नष्टासु, परलोकगत, परलोकवासी, प्रमीत, फौत, मरहूम, मुतवफ़्फ़ा, मुतवफ्फा, मुरदा, मुरदार, मुर्दा, मृत, मृतक, विनष्ट, सुरधामी, स्वर्गवासी, स्वर्गीय

No longer having or seeming to have or expecting to have life.

The nerve is dead.
A dead pallor.
He was marked as a dead man by the assassin.
dead