ଅର୍ଥ : ଯେଉଁଥିରେ ଜୀବନୀ ଶକ୍ତି, ଉପଯୋଗିତା ବା କ୍ରିୟାଶୀଳତା ସରିଯାଇଛି
ଉଦାହରଣ :
କିଛି ପ୍ରାଚୀନ ଭାଷା ଆଜି ମୃତ ହୋଇଯାଇଛନ୍ତି
ଅର୍ଥ : ଯାହା ମରିଯାଇଛି
ଉଦାହରଣ :
ସେ ମୃତ ବ୍ୟକ୍ତିଙ୍କୁ କବର ଦେବାପାଇଁ ଯାଉଛି ସେ ସ୍ୱର୍ଗୀୟ ପିତାଙ୍କ ସ୍ମୃତିରେ ଗୋଟିଏ ଡାକ୍ତରଖାନା ତିଆରିକଲେ
ସମକକ୍ଷ : ଦିବଙ୍ଗତ, ପରଲୋକଗତ, ପରଲୋକବାସୀ, ସ୍ୱର୍ଗବାସୀ, ସ୍ୱର୍ଗୀୟ