ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଢ଼ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଢ଼ତା   ବିଶେଷ୍ୟ

ଅର୍ଥ : କୌଣସି କଥାକୁ ସାହସର ସହିତ କହିବାର ଗୁଣ ଯେଉଁଥିରେ ସତ୍ୟତା ନିଶ୍ଚୟ ଭାବରେ ଉତ୍ପନ୍ନ ହୁଏ

ଉଦାହରଣ : ମୁଁ ଏହାକୁ ଦୃଢ଼ତା ସହ କହିପାରିବି କି ଏଥିରେ ଭେଜାଲ ହୋଇଛି

किसी बात को कहने में वह साहस जो उसकी सच्चाई के निश्चय से उत्पन्न होता है।

मैं यह दावे के साथ कह सकता हूँ कि इसमें मिलावट है।
दावा

ଅର୍ଥ : ଦୃଢ଼ ହେବାର ଅବସ୍ଥା ବା ଭାବ

ଉଦାହରଣ : ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା

ସମକକ୍ଷ : ସ୍ଥିରତା

दृढ़ होने की अवस्था या भाव।

राम के इस काम से हमारे संबंध में दृढ़ता आई है।
दृढ़ता, पक्कापन, मजबूती, मज़बूती, स्थायिता, स्थायित्त्व, स्थिरता

The trait of being resolute.

His resoluteness carried him through the battle.
It was his unshakeable resolution to finish the work.
firmness, firmness of purpose, resoluteness, resolution, resolve