ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସ୍ତ୍ରୀର ସେହି ଅଙ୍ଗ ଯେଉଁଥିରେ ଦୁଧ ରହିଥାଏ
ଉଦାହରଣ : ମା’ ନିଜ ସ୍ତନର ଦୁଧ ପିଲାକୁ ପିଆଉଛି ଗାଈର ପହ୍ନାକୁ ଦେଖି ତାର ଦୁଧ ଦେବା କ୍ଷମତାକୁ ଜଣିହୁଏ
ସମକକ୍ଷ : କୁଚ, ପହ୍ନା
किसी मादा का वह अंग जिसमें दूध रहता है।
Either of two soft fleshy milk-secreting glandular organs on the chest of a woman.
ଅର୍ଥ : ନବଯୌବନାର ବୃଦ୍ଧିପାଉଥିବା ସ୍ତନ
ଉଦାହରଣ : ବକ୍ଷୋଜ ଉପରେ ଉତ୍ତରୀ ଢାଙ୍କିବାପାଇଁ ମାଆ ଝିଅକୁ ପରାମର୍ଶ ଦେଲେ
ସମକକ୍ଷ : ଉରୋଜ, ଥନ, ଦୁଧ, ବକ୍ଷୋଜ
नव यौवना के उभरते हुए स्तन।
The small projection of a mammary gland.
ଅର୍ଥ : ନାରୀର ସ୍ତନ
ଉଦାହରଣ : ମା’ ପିଲାକୁ ନିଜ ସ୍ତନର ଦୁଧ ପିଆଉଛି
ସମକକ୍ଷ : ଉରଜ, ପୟୋଧର
स्त्री का स्तन।
ଅର୍ଥ : ଦୁଧ ଦେଉଥିବା ଚତୁସ୍ପଦ ପ୍ରାଣୀର ସ୍ତନ
ଉଦାହରଣ : ଏହି ଗାଈର ପହ୍ନା ବହୁତ ବଡ଼
ସମକକ୍ଷ : ଥନ, ପହ୍ନା
गाय, भैंस, बकरी इत्यादि मादा पशुओं के दूध जमा रहने के अङ्ग का फली के समान का उपाङ्ग जिसे दबाकर तथा खींचकर दूध दूहा जाता है।
Mammary gland of bovids (cows and sheep and goats).
ଅର୍ଥ : ଯୁବତୀର ସ୍ତନ
ଉଦାହରଣ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା
ସମକକ୍ଷ : ଉରଜ, କୁଚ, ଥନ, ଦୁଧ, ପୟୋଧର
जवान स्त्री के स्तन।
ସଂସ୍ଥାପନ କରନ୍ତୁ