ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥନ   ବିଶେଷ୍ୟ

ଅର୍ଥ : ନବଯୌବନାର ବୃଦ୍ଧିପାଉଥିବା ସ୍ତନ

ଉଦାହରଣ : ବକ୍ଷୋଜ ଉପରେ ଉତ୍ତରୀ ଢାଙ୍କିବାପାଇଁ ମାଆ ଝିଅକୁ ପରାମର୍ଶ ଦେଲେ

ସମକକ୍ଷ : ଉରୋଜ, ଦୁଧ, ବକ୍ଷୋଜ, ସ୍ତନ

नव यौवना के उभरते हुए स्तन।

माँ ने बेटी को अँठली चुनरी से ढाँक कर रखने की सलाह दी।
अँठली, अंठी, आँठी

The small projection of a mammary gland.

mamilla, mammilla, nipple, pap, teat, tit

ଅର୍ଥ : ଦୁଧ ଦେଉଥିବା ଚତୁସ୍ପଦ ପ୍ରାଣୀର ସ୍ତନ

ଉଦାହରଣ : ଏହି ଗାଈର ପହ୍ନା ବହୁତ ବଡ଼

ସମକକ୍ଷ : ପହ୍ନା, ସ୍ତନ

गाय, भैंस, बकरी इत्यादि मादा पशुओं के दूध जमा रहने के अङ्ग का फली के समान का उपाङ्ग जिसे दबाकर तथा खींचकर दूध दूहा जाता है।

इस भैंस के थन बहुत बड़े हैं।
अयन, थन

Mammary gland of bovids (cows and sheep and goats).

bag, udder

ଅର୍ଥ : ଯୁବତୀର ସ୍ତନ

ଉଦାହରଣ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା

ସମକକ୍ଷ : ଉରଜ, କୁଚ, ଦୁଧ, ପୟୋଧର, ସ୍ତନ

जवान स्त्री के स्तन।

एक छिछोरा व्यक्ति राह चलते एक तरुणी के जोबन को निहार रहा था।
जोबन, यौवन

Either of two soft fleshy milk-secreting glandular organs on the chest of a woman.

boob, bosom, breast, knocker, tit, titty