ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ଉଦାହରଣ : ଆକାଶରେ କଳାକଳା ବାଦଲ ଛାଇ ଯାଇଛି
ସମକକ୍ଷ : ଅମ୍ବର, ଅମ୍ବୋଦର, ଜଳଦ, ଜଳଧର, ବାଦଲ, ମେଘ
पृथ्वी पर के जल से निकली हुई वह भाप जो घनी होकर आकाश में फैल जाती है और जिससे पानी बरसता है।
A visible mass of water or ice particles suspended at a considerable altitude.
ଅର୍ଥ : ନାରୀର ସ୍ତନ
ଉଦାହରଣ : ମା’ ପିଲାକୁ ନିଜ ସ୍ତନର ଦୁଧ ପିଆଉଛି
ସମକକ୍ଷ : ଉରଜ, ସ୍ତନ
स्त्री का स्तन।
Either of two soft fleshy milk-secreting glandular organs on the chest of a woman.
ଅର୍ଥ : ଯୁବତୀର ସ୍ତନ
ଉଦାହରଣ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା
ସମକକ୍ଷ : ଉରଜ, କୁଚ, ଥନ, ଦୁଧ, ସ୍ତନ
जवान स्त्री के स्तन।
ସଂସ୍ଥାପନ କରନ୍ତୁ