ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହ୍ନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହ୍ନା   ବିଶେଷ୍ୟ

ଅର୍ଥ : କୌଣସି ସ୍ତ୍ରୀର ସେହି ଅଙ୍ଗ ଯେଉଁଥିରେ ଦୁଧ ରହିଥାଏ

ଉଦାହରଣ : ମା’ ନିଜ ସ୍ତନର ଦୁଧ ପିଲାକୁ ପିଆଉଛି ଗାଈର ପହ୍ନାକୁ ଦେଖି ତାର ଦୁଧ ଦେବା କ୍ଷମତାକୁ ଜଣିହୁଏ

ସମକକ୍ଷ : କୁଚ, ସ୍ତନ

किसी मादा का वह अंग जिसमें दूध रहता है।

माँ अपने स्तन का दूध बच्चे को पिलाती है।
गाय के स्तन को देखकर उसके दूध देने की क्षमता का पता लग जाता है।
अस्तन, आँग, कुच, चूची, बोबा, वाम, सारंग, स्तन

Either of two soft fleshy milk-secreting glandular organs on the chest of a woman.

boob, bosom, breast, knocker, tit, titty

ଅର୍ଥ : ଦୁଧ ଦେଉଥିବା ଚତୁସ୍ପଦ ପ୍ରାଣୀର ସ୍ତନ

ଉଦାହରଣ : ଏହି ଗାଈର ପହ୍ନା ବହୁତ ବଡ଼

ସମକକ୍ଷ : ଥନ, ସ୍ତନ

गाय, भैंस, बकरी इत्यादि मादा पशुओं के दूध जमा रहने के अङ्ग का फली के समान का उपाङ्ग जिसे दबाकर तथा खींचकर दूध दूहा जाता है।

इस भैंस के थन बहुत बड़े हैं।
अयन, थन

Mammary gland of bovids (cows and sheep and goats).

bag, udder