ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷଡ଼ାନନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷଡ଼ାନନ   ବିଶେଷ୍ୟ

ଅର୍ଥ : ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ

ଉଦାହରଣ : ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ

ସମକକ୍ଷ : କାର୍ତ୍ତିକ, କାର୍ତ୍ତିକେଶ୍ୱର, କାର୍ତ୍ତିକେୟ, କୁମାର, ସ୍କନ୍ଧ

भगवान शिव के बड़े पुत्र जो युद्ध के देवता कहे जाते हैं।

कार्तिकेय देव सेना के सेनापति हैं।
अंबिकेय, अग्निभू, अम्बिकेय, आंबिकेय, आग्नेय, आम्बिकेय, कामजित, कार्तिक, कार्तिकेय, कार्त्तिकेय, कुमार, क्रौंचारि, क्रौञ्चदारण, गांगेय, गुह, चंद्रानन, तारकजित, तारकारि, दीप्तशक्ति, देवव्रत, द्वादशकर, पाण्मातुर, पावकात्मज, प्रिय, बाहुलेय, बाहुलेह, भवात्मज, मयूरकेतु, मयूरेश, महाशक्ति, महासेन, महिषार्दन, मारुताशन, रुद्रतेज, विशाक्ष, विशाख, शक्तिधर, शक्तिध्वज, शक्तिपाणि, शज, शरजन्मा, शांकरि, शाख, शिखिध्वज, शिखिवाहन, शिखीभू, शिखीश्वर, शूर-सेनप, शूरसेनप, षडानन, षाण्मातुर, सिद्धसेन, सेनानी, सेनापति, स्कंद, स्कन्द, हरिहय

ଷଡ଼ାନନ   ବିଶେଷଣ

ଅର୍ଥ : ଛଅଟି ମୁଖଥିବା

ଉଦାହରଣ : ମୁଁ ଶିବ ଓ ପାର୍ବତୀଙ୍କ ପୁତ୍ର ଷଡ଼ାନନ କାର୍ତ୍ତିକେୟଙ୍କ ବନ୍ଦନା କରୁଛି

छः मुखों वाला।

मैं शिव और पार्वती के पुत्र षडानन कार्तिकेय की वंदना करता हूँ।
षडानन